ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ଗ୍ରାମର ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଖାଲରେ ଫସି ଯାଇଥିବା ଟ୍ରକକୁ ଆଉ ଗୋଟିଏ ଟ୍ରକ ଧକ୍କା ଦେଇଥିଲା।
ଏକ ବସ୍ ମଧ୍ୟ ଫସି ଯାଇଥିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଗାଡ଼ି ଜାମ ହୋଇଛି।
Credible Local News of Odisha