ଟ୍ରକ୍ ତଳେ ପଶିଗଲା କାର୍; ଜଣେ ମୃତ, ୪ ଗୁରୁତର

ଭଦ୍ରକ ଜିଲ୍ଲା ଏନ୍ଏଚ-୧୬ର ଭଣ୍ଡାରିପୋଖରୀର ଛତାବର ନିକଟରେ ଦୁର୍ଘଟଣା ଘଟିଛି।

୪ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।କାରଟି ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes