ଟ୍ରକକୁ ଧକ୍କା ଦେଇ ଓଲଟିଲା ବସ୍, ୨୦ ଗୁରୁତର

ବସଟି ଫୁଲବାଣୀ ଯାଉଥିବା ବେଳେ ରାଣୀପଦର ଘାଟି ଉପରେ ଦୁର୍ଘଟଣା ଘଟିଛି।

ଆହୁରି ୨ରୁ ୩ ଜଣ ଫସିରହିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes