ଝାରସୁଗୁଡା ଏୟାରପୋର୍ଟ ଛକରୁ ବ୍ରାଉନ ସୁଗର ଜବତ

ଝାରସୁଗୁଡା ଏୟାରପୋର୍ଟ ଛକରୁ ପ୍ରାୟ ୧୭ ଗ୍ରାମ ବ୍ରାଉନ ସୁଗର ଜବତ
କରିଛି ପୁଲିସ।

ଏହି ଘଟଣାରେ ମଙ୍ଗଳ ବଜାର ଅଂଚଳର ୩ ଜଣ ଯୁବକଙ୍କୁ ଗିରଫ କରିଛି ଝାରସୁଗୁଡା ପୁଲିସ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes