ବୌଦ୍ଧ ଜିଲ୍ଲାର ବଘରପୁର ଠାରେ ଆଜି ବଜ୍ରକାପ୍ତା ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ଏସଟିଏଫ ଅଧକାରୀ ମାନେ ଚଢ଼ାଉ କରି ଜଣେ ବନ୍ୟପ୍ରାଣୀ ମାଫିଆଙ୍କୁ ଗିରଫ କରିବା ସହ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ କରିଛନ୍ତି l
Credible Local News of Odisha