ଜିଲ୍ଲା ସ୍ତରୀୟ ଶ୍ରୀଅରବିନ୍ଦ କର୍ମୀ ସମ୍ମିଳନୀ

ଆଜି ସମ୍ବଲପୁର ମାତୃନିବାସ ଠାରେ ସମ୍ବଲପୁର ଜିଲ୍ଲାସ୍ତରୀୟ ଦିନିକିଆ ଶ୍ରୀଅରବିନ୍ଦ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଜିଲ୍ଲାରୁ ବିଭିନ୍ନ ପାଠଚକ୍ର ଓ ସ୍କୁଲରୁ ୫୦୦ରୁ ଅଧିକ ଶ୍ରୀଅରବିନ୍ଦ କର୍ମୀ ଯୋଗ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes