ରାଜସ୍ଥାନ ଉଦୟପୁରରେ ଟେଲର କହ୍ନେୟା ନୁପୂର ଶର୍ମାଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିଥିବାରୁ ଯେପରି ବର୍ବର ଭାବରେ ତାଙ୍କୁ ହତ୍ୟା କରାଯାଇଛି ତାର ପ୍ରତିବାଦରେ ବଜରଙ୍ଗ ଦଳ ସଦସ୍ୟ ମାନେ ବଲାଙ୍ଗୀର କଚେରୀଛକ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।