ଜମି ସେଟଲମେଣ୍ଟ ଆକ୍ଟ-୧୯୮୩ରେ ସଂଶୋଧନ

ଓଡିଶା ସରକାର ଜମି ସେଟଲମେଣ୍ଟ ଆକ୍ଟ -1983ରେ କରିଥିବାସଂଶୋଧନ ଅନୁସାରେ ଗ୍ରାମରେ ଗୋଚର ଜମିର ପରିମାଣକୁ 5% ରୁ 3% କୁ ହ୍ରାସ ହୋଇଛି l

2018 ଅକ୍ଟୋବର 22 ପୂର୍ବରୁ ଗ୍ରାମକଣ୍ଠ ପରମବୋକ, ନଜୁଲ, ଆବାଦୀ ଓ ଖାସମାହାଲ ଜମିରେ ବସବାସ କରୁଥିବା ଲୋକମାନେ ଜମି ପଟ୍ଟା ପାଇଁ ଯୋଗ୍ୟ ହୋଇପାରିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes