ଜମି ଦୁର୍ନୀତି ମାମଲାରେ ବିଧାୟକଙ୍କ ପୁଅ ଘରୁ ୧୦ ଲକ୍ଷ ଟଙ୍କା ସହ କାର ଜବତ

ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ କାର ଜବତ କରିଛି ଇଡି।

କାଲି ୨୦ କୋଟିର ଜମି ଦୁର୍ନୀତି ମାମଲାରେ ରେଡ୍‌ କରିଥିଲା ଇଡି। ଭଦ୍ରକ ଓ ଭୁବନେଶ୍ୱର ସହ ୧୦ଟି ସ୍ଥାନରେ ରେଡ୍‌ କରିଥିଲା ଇଡି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes