ଜନଜାତିଙ୍କ ଉପରୁ ଛୋଟ ମାମଲା ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆଦିବାସୀଙ୍କ ଉପରେ ଲାଗିଥିବା ୪୮ ହଜାର ଛୋଟ ମାମଲା ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଗୃହ, ଅବକାରୀ ଓ ଜଙ୍ଗଲ ବିଭାଗ ଅଧୀନରେ ଥିବା ମାମଲା ହଟିବ। ୩୬,୫୮୧ ଅବକାରୀ, ୯୮୪୬ ଗୃହ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗର ୧୫୯୧ ମାମଲା ପ୍ରତ୍ୟାହାର ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes