ଜଟେସିଂହା ପଞ୍ଚାୟତରେ ପ୍ରଥମ ବୈଠକ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଠାରେ ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସରପଞ୍ଚ ସୁନିତା ପ୍ରଧାନ, ସମିତି ସଭ୍ୟା, ସମସ୍ତ ୱାର୍ଡ ମେମ୍ବର ସଭ୍ୟ/ ସଭ୍ୟା , ପଞ୍ଚାୟତ ଅଧିକାରୀ ଉପସ୍ଥିତ ରହି ପଞ୍ଚାୟତ ବିକାଶ ଓ ପାନୀୟ ଜଳ ସମସ୍ୟା ଉପରେ ଆଲୋଚନା କରିଥିବା କହିଛନ୍ତି ଗାଁ ସାଥି ସମ୍ପାଦକ ବିଶ୍ଵଜିତ ପଣ୍ଡା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes