ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମର ବାୟା ସାହୁଙ୍କ ଘର ପଛପଟେ ଆଜି ମଧ୍ୟାହ୍ନ ସମୟରେ କୌଣସି କାରଣରୁ ନିଆଁ ଲାଗିଥିଲା।
ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଦୁଇଟି ପୁଆଲ ଭାଡି ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି।
Credible Local News of Odisha