ଜଟଣୀ ନିର୍ବାଚନ ମଣ୍ଡଳୀ ବୁଲି ସମସ୍ୟା ବୁଝିଲେ ଅପରାଜିତା

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଜନସାଧରଣଙ୍କ ଆଗ୍ରହ କ୍ରମେ ଜଟଣୀ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ଏନ୍ଏଚ-୧୬ ଉପରେ ଫ୍ଲାଏ ଓଭର, ଭେହିକିଲ ଅଣ୍ଡର ପାସ ଭିୟୁପି ନିର୍ମାଣ ପାଇଁ ନପୁଟ, ଯାଆଁଳା, ଗଙ୍ଗାପଡା ଆଦି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିଥିଲେ l

ଏହି ଅବସରରେ ଏନଏଚଏଆଇର ସମସ୍ତ ଅଧିକାରୀ ଏବଂ ଜଟଣୀ ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା, ବହୁ ନେତୃବୃନ୍ଦ ଏବଂ ଜନ ସାଧାରଣ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes