ଜଗନ୍ନାଥ ଅର୍ପଣ ରଥ ପରିକ୍ରମା

ଆଜି ଜୟ ଜଗନ୍ନାଥ ଅର୍ପଣରଥକୁ ବିଧାୟିକା ସ୍ନେହାଙ୍ଗୀନୀ ଛୁରୀଆ ଅତାବିରା ଜଗନ୍ନାଥ ମନ୍ଦିର ଆଗରେ ଲୋକାପ୍ୟଣ କରିଛନ୍ତି।

ଏହି ରଥ ଅତାବିରାର ସମସ୍ତ ଜାଗାରେ ପରିକ୍ରମା କରିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes