ଛାତ୍ରାବାସରେ ଗରମ ଡାଲି ପଡ଼ି ଅଷ୍ଟ୍ରମ ଶ୍ରେଣୀ ଛାତ୍ର ମୃତ

ସୁନ୍ଦରଗଡ଼ ଜିଲ୍ଲା ଡେଙ୍ଗୁଳା ସ୍ଥିତ ଏକ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଏହି ଅଘଟଣ ଘଟିଛି।

ଗତ ୬ ତାରିଖରେ ଗରମ ଡାଲି ପଡ଼ି ଆରଜିଏଚରେ ଭର୍ତ୍ତି ହୋଇଥିଲେ।ରାତିରେ ମୃତ୍ୟୁ ଘଟିଥିବା ସ୍ବୀକାର କରିଛନ୍ତି ପ୍ରଧାନ ଶିକ୍ଷକ। ଛାତ୍ରାବାସ ରୋଷେୟାକୁ ସାହାଯ୍ୟ କଲାବେଳେ ଆହତ ହୋଇଥିଲେ ଛାତ୍ର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes