ଛତ୍ରବଜାର ପରିବା ମାର୍କେଟରେ ଉତ୍ତେଜନା

କଟକ ଛତ୍ରବଜାର ପରିବା ମାର୍କେଟରେ ଏନଫୋର୍ସମେଣ୍ଟ ଟିମ୍ ସହ ବ୍ୟବସାୟୀଙ୍କ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଛି।

ଗୋଦାମ ପରିସରରୁ ବ୍ୟବସାୟୀଙ୍କୁ ଉଠାଇବାରୁ ପ୍ରବଳ ବିରୋଧ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes