ଚିରଞ୍ଜୀବ ଓ ମହମ୍ମଦ ମୋକିମଙ୍କୁ ସୋ’କଜ୍ ନୋଟିସ୍ ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଯାହା ଅଭିଯୋଗ ଥିଲା AICCକୁ ପଠାଇଥିଲୁ, ଯାହା ନିଷ୍ପତ୍ତି ହୋଇଥିବ।
ମୁଁ ସମସ୍ତଙ୍କୁ ନେଇ ବିରୋଧୀଙ୍କ ସହ ଲଢିବାକୁ ଚେଷ୍ଟା କରୁଛି, ଯଦି କିଏ ବିରୋଧ କରେ, ବିଶୃଙ୍ଖଳିତ ଆଚରଣ କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପିସିସି ସଭାପତି କହିଛନ୍ତି।