ଚମ୍ପାପୁର ଠାରେ ନୂତନ କୃଷି ଭଣ୍ଡାରର ଶୁଭାରମ୍ଭ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଚମ୍ପାପୁର ଠାରେ ନୂତନ କୃଷି ଭଣ୍ଡାରର ଶୁଭାରମ୍ଭ ହୋଇଛି l

ତେବେ ଏଠାରେ ସୁଲଭ ମୂଲ୍ୟରେ କୃଷି ସାମଗ୍ରୀ ଉପଲବ୍ଧ ହେବ ଏବଂ ଏହି କୃଷି ଭଣ୍ଡାର କୃଷକଙ୍କୁ ସହାୟକ ହେବ ବୋଲି କୃଷି ଭଣ୍ଡାର ମାଲିକ ରମେଶ ପଣ୍ଡା ସୂଚନା ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes