ଚକ୍ର ଓ କଳସ ଚୋରୀକୁ ୫୦ ଦିନ ଟେର ପାଉନି ପୋଲିସ ଖାଲି ପଡିଛି ମନ୍ଦିରର ଚୂଡା

ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ ତଳିଟାମ୍ପରସରା ଗ୍ରାମର ନବନିର୍ମିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମୟରେ ଚୋରୀ ହୋଇଥବା ଅଷ୍ଟଧାତୁର କଳସ ଓ ଚକ୍ର ଏ ଯାବତ ମିଳିପାରିନାହିଁ । ଗତ ଜାନୁଆରୀ ୧୮ ତାରିଖରୁ ୨୨ ତାରିଖ ଯାଏଁ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଥିଲା । ମନ୍ଦିରର ଦୁଇଟି ଚୂଡା ପାଇଁ ଦୁଇଟି କଳସ ଓ ଦୁଇଟି ଚକ୍ର କଣ୍ଟିଲୋରୁ ଅଣାଯାଇ ପୂଜା ମଣ୍ଡପରେ ରଖାଯାଇ ଦୈନିକ ବିଧିବିଧାନ କରାଯାଉଥିଲା। ଅନ୍ତିମ ଦିବସର ରାତି ପ୍ରାୟ ୩ ଘ. ସମୟରେ ଛୋଟ କଳସ ଓ ଚକ୍ର ପୂଜା ମଣ୍ତପରୁ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes