ଚକରା ଗ୍ୟାଙ୍ଗର ୭ ଜଣ ଗିରଫ

ଭୁବନେଶ୍ୱରରୁ ଚକରା ଗ୍ୟାଙ୍ଗର ୭ ଜଣକୁ ପୁଲିସ ଗିରଫ କରିଥିବା ବେଳେ ଏଥିରେ ଜଣେ ମହିଳା ଅଛନ୍ତି।

ମହିଳା ଜଣକ ଲୁଟ ଜିନିଷକୁ କିଣୁଥିଲେ। ପୁଲିସ ଗ୍ୟାଙ୍ଗ ପାଖରୁ ୧୪ଟି ସୁନା ଚେନ, ବାଇକ ସହ ଅନ୍ୟ ସାମଗ୍ରୀ ଜବତ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes