ଘର ଭିତରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ବାମୀ

ବୌଦ୍ଧ ଟାଉନ୍ ଥାନା ସାମ୍ପଚ ଗାଁ ଟିକିରା ସାହିରେ ଏହି ଘଟଣା ଘଟିଛି।

ପାରିବାରିକ କଳହରୁ ହତ୍ୟା ହୋଇଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ସ୍ବାମୀ ଫେରାର ଅଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes