ଆସନ୍ତାକାଲି ଡ୍ରାଇଭର ସଂଘ ଧର୍ମଘଟ ଡାକରା ଦେଇଥିବା ବେଳେ ଘରୋଇ ବସ୍ ସ୍ବାଭାବିକ ଚାଲିବ ସ୍ପଷ୍ଟ କରିଛି ବସ ମାଲିକ ସଂଘ।
ଅପ୍ରିତିକର ପରିସ୍ଥିତି ଆଶଙ୍କାରେ ଡିଜିଙ୍କୁ ଭେଟିଛି ବସ୍ ମାଲିକ ସଂଘ।ଆଇନଶୃଙ୍ଖଳା ଉପରେ ଦୃଷ୍ଟି ଦେବାକୁ ଡିଜି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ସଂଘ।
Credible Local News of Odisha