ଇଂଜିନିୟର୍ ବିଷ୍ଣୁ ସିଂହ ନିଖୋଜ ଥିବା ବଡ଼ ଭାଇ ଅଭିଯୋଗ କରିଛନ୍ତି। ଶେଷଥର ଭୁବନେଶ୍ୱର ଷ୍ଟେସନରେ ପହଞ୍ଚି ପରିବାର ସହ କଥା ହୋଇଥିଲେ।
ପରେ ଯୋଗାଯୋଗ କରିବାରୁ ଅଜଣା ବ୍ୟକ୍ତି ଫୋନ୍ ଉଠାଇ ମେଡିକାଲରେ ଥିବା କହିଥିଲେ। ଭୁବନେଶ୍ୱର ଆସି ଖୋଜାଖୋଜି ପରେ ବି ବିଷ୍ଣୁଙ୍କ ପତ୍ତା ମିଳୁନି କହିଛନ୍ତି ଭାଇ।
Credible Local News of Odisha