ଗ୍ରାମପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟକ୍ରମ

ସୋନପୁର ବକ୍କ ଅନ୍ତର୍ଗତ ଲଛିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅରୁଣ କୁମାର ଷଡ଼ଙ୍ଗୀ ଅଧ୍ୟକ୍ଷ ସଭାପତି, ପ୍ରସନ୍ନ କୁମାର ସାହୁ ଅଧ୍ୟକ୍ଷ ଡ଼ା. ଆଇ. ଇ. ଟି. ସୋନପୁର ମୁଖ୍ୟଅତିଥି, ଗଦାଧର ବାରିକ, (ଏକ୍ସ) ଡ଼ି.ଇ .ଓ. ଏବଂ ନାଟ୍ୟକାର ସୋନପୁର,ସମ୍ମାନିତ ଅତିଥି, ଗତିକୃଷଣ୍ଣ ମିଶ୍ର ହେଡମାଷ୍ଟର ସାହାରା ବିଦ୍ୟାଳୟ ସୋନପୁର ମୁଖ୍ୟବକ୍ତା,ଆର୍ତତ୍ରାଣ ଦାଶ ନୋଡାଲ ଅଫିସର ସମ୍ମାନିତ ଅତିଥି,ଦିଲୀପ କୁମାର ସାହୁ ଗ୍ରନ୍ଥଗରିକ ସମ୍ମାନିତ ଅତିଥି, ଜଗନ୍ନାଥ ସାହୁ ପି. ଇ. ଟି. ସମ୍ମାନିତ ଅତିଥି, ପିଙ୍କି ଦାଶ ପ୍ରମୁଖ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes