ଗୋରୁ ବେପାରୀଙ୍କ ଗୁଳିମାଡ଼ରେ ଦୁଇ ଗୋସେବକ ଆହତ

ମୟୁରଭଞ୍ଜ ଜିଲ୍ଳାର ଯଶିପୁର ଟୋଲ ଗେଟ ନିକଟରେ ଗୋରୁ ଚାଲାଣ ହେଉଥିବା ଏକ ଗାଡିକୁ କେତେକ ଗୋସେବକ ଅଟକାଇବାରୁ ଗୋରୁଗାଡିକୁ ଏସକର୍ଟ କରି ନେଉଥିବା ବଲେରୋରେ ଥିବା ଯୁବକ ମାନେ ଗୁଳିମାଡ଼ କରିଥିଲେ l

ଗୁଳିମାଡ଼ରେ ଆହତ ହୋଇଥିବା ଦୁଇଜଣ ଗୋସେବକଙ୍କୁ ବାରିପଦା ମେଡ଼ିକାଲରେ ଭର୍ତ୍ତି କରାଯାଇଛି l ପୁଲିସ ଏକ 14 ଚକିଆ ଟ୍ରକ ଜବତ କରି ଘଟଣାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes