ଗୋଟିଏ ଦିନରେ ୨ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଲୁଟ୍

ପୃଥକ ପୃଥକ ଭାବେ ଓଏମ୍‌ପି ଛକ ଓ ପିଠାପୁରରେ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ହୋଇଛି।

ଓଏମ୍‌ପି ଛକରେ ପୁଲିସ ପରିଚୟ ଦେଇ ୨.୭୦ ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ପିଠାପୁରରେ ବଙ୍ଗୀୟ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟି ନେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes