ଗିରଫ ହେବା ପରେ ଡାକ୍ତରଖାନାକୁ ବିଧାୟକ ସୁବାଷ ପାଣିଗ୍ରାହୀ ସ୍ଥାନାନ୍ତର

ତିଲେଇବଣି ବିଡ଼ିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ ଓ ଦୁଇ ଜଣ ସହଯୋଗୀଙ୍କୁ ଆଜି ପୁଲିସ ଭୁବନେଶ୍ୱରରୁ ଗିରଫ କରି ଦେବଗଡ଼ ସିଜେଏମ କୋର୍ଟରେ ହାଜର କରିବା ପରେ ଜାମିନ ଶୁଣାଣିକୁ କୋର୍ଟ ଛଅଦିନ ପାଇଁ ସ୍ଥଗିତ ରଖିଛନ୍ତି l

ଅପରପକ୍ଷରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଅସୁସ୍ଥ ହୋଇଥିବାରୁ ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes