ଗାଁ ସଫେଇ କାମ କଲେ ସଚେତନ ନାଗରିକ

ସୋନପୁର ସଦର ବ୍ଲକ ଛକୋରମାଲ ପଞ୍ଚାୟତ ଅନ୍ତର୍ଗତ ଡବଲଙ୍ଗ ଗ୍ରାମର ମୁଖ୍ଯ ରାସ୍ତା ଓ ଗାଁ ମୁଣ୍ତ ରାସ୍ତା ସଫେଇ କାର୍ଯ୍ୟ କରିଛନ୍ତି ଡବଲଙ୍ଗ ଗ୍ରାମର ସଚେତନ ନାଗରିକ।

ଆଲୋକ ଖେତିଙ୍କ ନେତୃତ୍ଵରେ ଗ୍ରାମର ୩୫ଜଣ ଯୁବଗୋଷ୍ଟୀ ଯୋଗଦେଇ ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes