ଗତ ୮ ବର୍ଷରେ ରାଜ୍ୟରେ ମୋଟ ୪୧ଟି ହାଜତ ମୃତ୍ୟୁ

ଗତ ୮ ବର୍ଷରେ ୪୧ ହାଜତ ମୃତ୍ୟୁ ନେଇ ଏଚ୍ଆରପିସି ସ୍ପେଶାଲ ଡିଜିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

୨୦୧୫ରେ ସର୍ବାଧିକ ୮ ଜଣଙ୍କର ହାଜତ ମୃତ୍ୟୁ ଘଟିଥିବା ବେଳେ ୨୦୧୬ରେ ୪ ଜଣ, ୧୭ ଓ ୧୮ରେ ୩ ଜଣ ଲେଖାଏଁ, ୨୦୧୯ ଓ ୨୦ରେ ୭ ଜଣ ଲେଖାଏଁ, ୨୧ରେ ୫ ଜଣ ଏବଂ ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ ୪ ଜଣଙ୍କ ହାଜତ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ଅଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes