ଖୋର୍ଦ୍ଧାରେ ଦିନକରେ ୨୬ କରୋନାରେ ଆକ୍ରାନ୍ତ September 28, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l