ଖେଲ ଇଣ୍ଡିଆ ମହିଳା ଉସୁ ଲିଗରେ ସୋନପୁର ଜିଲ୍ଲାକୁ ୨ପଦକ

ତାମିଲନାଡୁ କୋୟମ୍ବତୁର ସ୍ଥିତ କେପିଆର ସ୍ପୋର୍ଟସ୍ କଂପ୍ଲେସ ପରିସରରେ ଖେଲୋ ଇଣ୍ଡିଆ ସାଉଥ୍ ଜୋନ ପକ୍ଷରୁ ଗତ ୧୮ତାରିଖ ରେ ଉଷୁ କ୍ରୀଡା ଅନୁଷ୍ଠିତ ହୋଇ ୨୧ତାରିଖ ରେ ଶେଷ ହୋଇଯାଇଛି l

ଏହି କ୍ରୀଡ଼ାରେ ସୋନପୁର ଜିଲ୍ଲାରୁ ୨ଜଣ ଖେଳାଳୀ ଯୋଗଦାନ କରିଥିଲେ ଓ ଜୁନିଅର ଟିମ୍ ରୁ ସୁଶ୍ରୀ ପ୍ରିୟମ୍ବଦା କାଂସ୍ୟ ପଦକ ହାସଲ କରିଥିବା ବେଲେ ସିନିୟର୍ ଟିମ୍ ରୁ ଅନୁସୁୟ| ବାରିକ୍ ରୋପ୍ୟ ପଦକ ହାସଲ କରି ସୋନପୁର ଜିଲ୍ଲାକୁ ଗୋର୍ବlନ୍ଵିତ କରି ଜିଲ୍ଲାର ଉସୁ ଆସୋସିଏସନ୍ ସମ୍ପାଦକ ଓ ସଭାପତି ସହ ଅନ୍ୟ ସଭ୍ୟ ଗଣ ପିଲାଙ୍କୁ ଉତ୍ସାହିତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes