ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରସାଇ ଠାରେ ଦୀର୍ଘ ଦିନ ହେବ ସୈାର ପ୍ରକଳ୍ପ ଅଚଳ ହୋଇଥିବା ନେଇ ‘ଓଡ଼ିଶା ଲୋକାଲ’ ରେ ଗତ ୨୨ ତାରିଖରେ ଖବର ପ୍ରକାଶିତ ହୋଇଥିଲା।
ଖବର ପ୍ରକାଶିତ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଜି ମରାମତି କରିଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଲୋକେ ‘ଓଡ଼ିଶା ଲୋକାଲ’ କୁ ଧନ୍ୟବାଦ ଜଣାଇଛନ୍ତି ।