ଖଣ୍ଡଗିରି ବାରି ଅଞ୍ଚଳର ନିଖୋଜ ୨ ସ୍କୁଲ ଛାତ୍ରୀ ଠାବ

ପୁରୀରୁ ୨ ଜଣଙ୍କୁ ଠାବ କଲା ଭରତପୁର ଥାନା ପୁଲିସ। ୨ ଛାତ୍ରୀଙ୍କୁ ଠାବ ପରେ ପରିବାରକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ।

ଘାଟିକିଆ ୟୁପି ସ୍କୁଲକୁ ପଢ଼ିବାକୁ ଯାଇ ଘରକୁ ଫେରିନଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes