କଳାଟଙ୍କା ସାମ୍ରାଜ୍ୟ ବିସ୍ତାରରେ ସହଯୋଗ କରିଥିବା ଅଭିଯୋଗରେ ଭୁବନେଶ୍ୱର ଖଣ୍ଡଗିରି ଛକରେ ବିଜେପି ଯୁବମୋର୍ଚ୍ଚା ବିକ୍ଷୋଭ କରିଛି।
ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଉଛି।ବିଭିନ୍ନ ସ୍ଥାନରେ ଆଇଟି ରେଡ୍କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି।
Credible Local News of Odisha