କ୍ରିୟାନୁଷ୍ଠାନ କମିଟି ସହ ପ୍ରଶାସନର ଆଲୋଚନା

ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଗାମୀ ୧୩ ତାରିଖରେ ଯେଉଁ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି ସେହି ଉଦ୍ଦେଶ୍ୟରେ ଏକ ବୈଠକ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ।

ରାଜ୍ୟ ସରକାର ତାଳଚେର ମେଡିକାଲ୍ କଲେଜକୁ ପରିଚାଳନା କରିବେ ଓ ସମସ୍ତ ଖର୍ଚ୍ଚ ଏମସିଏଲ ବହନ କରିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଉକ୍ତ ଲିଖିତ କପି ମିଳିବା ପରେ ୧୩ ତାରିଖ ବନ୍ଦ ଉପରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ବୋଲି କମିଟି ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes