କ୍ରିକେଟ ଖେଳାଳିଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି

ଆସନ୍ତା 12 ତାରିଖରେ ହେବାକୁ ଥିବା ବାରବାଟୀ କ୍ରିକେଟ ମ୍ୟାଚ ପାଇଁ ଆସୁଥିବା ଖେଳାଳିଙ୍କ ସୁରକ୍ଷା ପାଇଁ 21 ପ୍ଲାଟୁନ ଫୋର୍ସ ମୁତୟନ କରାଯାଉଥିବା ଆଜି କହିଛନ୍ତି ଭୁବନେଶ୍ୱର ଡିସିପି l

ବିମାନବନ୍ଦର, ଖେଳାଳି ରହୁଥିବା ହୋଟେଲ ଏବଂ ହୋଟେଲ. ଓ ଷ୍ଟାଡିଅମ ରାସ୍ତାରେ ପୁଲିସଙ୍କୁ ମୁତୟନ କରାଯିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes