ଜିଲ୍ଲା ପ୍ରଶାସନ ପାଖରେ ଏନେଇ ତଥ୍ୟ ନଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ।ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ଉତ୍ତର ଦେଇଛନ୍ତି।
ଏମିତିକି ଆନ୍ଧ୍ର ସେଠାରେ କିଛି ରାସ୍ତା ନିର୍ମାଣ କରିନି କହିଛନ୍ତି ମନ୍ତ୍ରୀ, ଆନ୍ଧ୍ର ରାସନ, ଭତ୍ତା ବଣ୍ଟନ କରିବା ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ନାହିଁ, କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି।