କୋଟପାଡ଼ରେ 24 ଘଣ୍ଟାରେ 52 ମିମି ବର୍ଷା July 7, 2022 by Odisha ଗତ 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର କୋଟପାଡ଼ରେ 52 ଏବଂ ଲମତାପୁଟରେ 47.4 ମିଲିମିଟର ବର୍ଷା ହୋଇଛି l