କେ ନୂଆଗାଁରେ 24 ଘଣ୍ଟାରେ 81.1 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର କେ ନୂଆଗାଁରେ 81.1, ଟିକାବାଲିରେ 76 ଏବଂ ଫିରିଙ୍ଗିଆରେ 74.2 ମିଲିମିଟର ବର୍ଷା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes