କେନ୍ଦ୍ରୀୟ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

କେନ୍ଦ୍ରୀୟ ବିଦ୍ୟାଳୟ ବରଗଡରେ କ୍ଲଷ୍ଟର ସ୍ତରୀୟ ରାଷ୍ଟ୍ରୀୟ ଏକତା ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବଲାଂଗିର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟ ଯଥା କେନ୍ଦ୍ରୀୟ ବିଦ୍ୟାଳୟ ବରଗଡ୍, ବଲାଂଗିର ନ ୧ ଓ ୨ ସୋନପୁର ,ନୁଅପଡା, ଖରିଆର୍, ଧର୍ମଗଡ଼ ଆଦି ଛଅଟି ବିଦ୍ୟାଳୟର ୧୦୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I

ଏଥିରେ ଦଳଗତ ଭାବରେ ଛାତ୍ର ଛାତ୍ରୀ ମହାରାଷ୍ଟର କଳା ସଂସ୍କୃତି ଉପରେ ଆଧାରିତ ସମୂହ ଗାନ ଓ ସମୂହ ନୃତ୍ୟ ପରିବେଷଣ କରିଥିଲେI

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes