ଖୋର୍ଦ୍ଧା ଜିଲ୍ଲା ପୁବୁସାହିର ଏକ କୂଅରୁ ସାଇକେଲ ସହ ନାବାଳକଙ୍କ ମୃତଦେହ ମିଳିଛି।
ଗତକାଲି ଅପରାହ୍ନରୁ ଖେଳିବାକୁ ଯାଇ ନିଖୋଜ ଥିଲେ। ମୃତ ନାବାଳକ ପୁବୁସାହି ଗାଁର ମହେଶ୍ୱର ବେହେରାଙ୍କ ପୁଅ ବୋଲି ସୂଚନା ମିଳିଛି।
Credible Local News of Odisha