ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ଫାଣ୍ତି ପୁଲିସ ପକ୍ଷରୁ କୁଦୋପାଲିଛକରେ ଚଢଉ କରି ପ୍ରସାନ୍ତ ସାହୁଙ୍କ ପାଖରୁ ୫ଲିଟର ମଦ ଜବତ କରି ଏକ କେସ୍ ରୁଜୁକରି ଥିବା ଫାଣ୍ତି ଅଧିକାରୀ ବସନ୍ତ କୁମାର ରଥ ସୁଚନା ଦେଇଛନ୍ତି ।
Credible Local News of Odisha