କାଲି ପ୍ରଧାନମନ୍ତ୍ରୀ ଆସିବା ସହ ଅନେକ ପ୍ରକଳ୍ପର ଲୋକାର୍ପଣ କରିବେ: ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ କାଲି ସୋନପୁରରୁ ଶ୍ରୀକ୍ଷେତ୍ର ପୁରୀକୁ ଏକ ଟ୍ରେନର ଶୁଭାରମ୍ଭ କରିବେ, ୪ଟି ବିଦ୍ୟୁତ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ଏବଂ ବ୍ରାହ୍ମଣୀ ଉପରେ ଦୁଇଟି ପୋଲର ଲୋକାର୍ପଣ କରିବେ ବୋଲି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ବଜେଟ୍‌ ପରେ ପ୍ରଧାନମନ୍ତ୍ରୀ ପ୍ରଥମ କରି ଜନସଭାକୁ ସମ୍ବୋଧିତ କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes