କଳାହାଣ୍ଡିର ନୂଆ ଜିଲ୍ଲାପାଳ ପି ଅନ୍ଵେଷା ରେଡି

ମୟୁରଭଞ୍ଜ ପିଡି ଡିଆରଡିଏ ପି ଅନ୍ଵେଷା ରେଡିଙ୍କୁ କଳାହାଣ୍ଡିର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି l
କଳାହାଣ୍ଡି ଜିଲ୍ଲାପାଳ ଗଭାଲି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes