କରଞ୍ଜିଆ ଗସ୍ତରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍

ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳ ରେ ସାମିଲ ହେବା ପରେ ଆଜି ନିଜ ନିର୍ବାଚନ କରଞ୍ଜିଆରେ ପହଞ୍ଚିଛନ୍ତି ମହିଳା, ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ।

ମୟୂରଭଞ୍ଜ ଜିଲ୍ଲା ଗୁଡଭଙ୍ଗା ଠାରୁ ଆରମ୍ଭ କରି ଖୀଚିଂ ପର୍ଯ୍ୟନ୍ତ ସବୁଠି ଭବ୍ୟ ସ୍ଵାଗତ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes