କରଞ୍ଜିଆରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଭାବେ ଯୋଗ ଦେଲେ ଦେବଜାନୀ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଭାବେ ଯୋଗ ଦେଲେ ଦେବଜାନୀ ଭୁଁୟା ।

୨୦୧୬ ମସିହାରୁ ଚାକିରୀ ଜୀବନ ଆରମ୍ଭ କରିଥିବା ଦେବଜାନୀ ପୂର୍ବରୁ ଉଦଳା ବ୍ଲକର ବିଡ଼ିଓ ଓ ବାଲେଶ୍ଵର ସଦର ବିଡ଼ିଓ ଦାୟିତ୍ଵ ତୁଲାଇ ସାରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes