କମିଶନରେଟ୍‌ ପୁଲିସ କବଜାରେ ନିଶା ଦିଆ ଲୁଟେରା ଗ୍ୟାଙ୍ଗ

ମାଷ୍ଟରମାଇଣ୍ଡ ଲେଡି କୁଇନ ମୁସ୍କାନ ସମେତ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ।

ଷ୍ଟେସନ ଓ ବସ୍‌ଷ୍ଟାଣ୍ଡରେ ନିଜ ସୁନ୍ଦରତାରେ ଆକର୍ଷିତ କରି ଫସାଉଥିଲା ମୁସ୍କାନ। ଚା ପିଇବା କହି ନିଶା ବଟିକା ଦେଇ ଲୁଟ୍‌ କରୁଥିଲେ ଗ୍ୟାଙ୍ଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes