କନ୍ୟାଶ୍ରମରେ ୧୨ ଜଣ ଶିଶୁ କନ୍ୟା ଅସୁସ୍ଥ, ଡାକ୍ତର ଖାନାରେ ଭର୍ତ୍ତି

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଅନ୍ତର୍ଗତ ସାଳଖୁଣ୍ଟା କନ୍ୟାଶ୍ରମ ବିଦ୍ୟାଳୟର ଆଜି ୧୨ ଜଣ ଉର୍ଦ୍ଧ୍ବ ଶିଶୁ କନ୍ୟା ଅସୁସ୍ଥ ହୋଇ ଉଦଳା ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।

ଆଜି ସମସ୍ତଙ୍କ ଜ୍ବର ଏବଂ ଝାଡା ଓ ବାନ୍ତି ହେବା ପରେ ଡାକ୍ତର ଖାନାରେ ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ଖାଦ୍ୟ ଜନିତ ଏହା ହୋଇଛି ବୋଲି ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes