କଣ୍ଟେନର୍ ସହ ବାଇକ୍ ମୁହାମୁହିଁ ଧକ୍କା, ୨ ମୃତ

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଝାଡବେଲଦା ଗ୍ରାମ ନିକଟରେ ଏକ ବାଇକ୍ ସହ କଣ୍ଟେନର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣା ପରେ କଣ୍ଟେନର୍ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes