କଟକରେ ନର୍ସିଂହୋମ ସିଲ୍

କଟକ ମଙ୍ଗଳାବାଗ ଅଞ୍ଚଳରେ ସିଏମସି ସ୍ବାସ୍ଥ୍ୟ ଟିମ ଚଢାଉ କରି ଗୋଟିଏ ନର୍ସିଂହୋମ ସିଲ ସହ ଅନ୍ୟଟିକୁ ନୋଟିସ୍‌ କରିଛି।

ଚଢାଉ ବେଳେ ବିନା କାଗଜପତ୍ରରେ ନର୍ସିଂହୋମ ଚାଲିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes